LRC歌词

(ମୋ ମାଆ )
?ମାଆ ଶାରଳା ପୁଅ?
ପ୍ରଭୁ ମତେ ସବୁ ବେଳେ ଛୋଟ ପିଲା କର
ମୋ ମାଆ ଠାରୁ କେହି ମତେ କରିବେନି ଦୂର
ପ୍ରଭୁ ମତେ ଏମିତିକା ଦିଅ ଗୋଟେ ବର
ସବୁ ଜନ୍ମେ ମୋ ମାଆ ହଉ ମାଆ ମୋର
//ମୁଁ ଯଦି ବଡ ହେଇ ଯିବି
//ମାଆ ଠାରୁ ଦୂରେ ଚାଲି ଯିବି
କାହା ପାଖେ ମୁଁ ଆଉ କରିବି ଅଳି ମୋର
ମାଆ ମୋ ମାଆ ତୋ ବିନା ମତେ ଲାଗୁଚି ଡର
ମାଆ ମୋ ମାଆ ତୁ ପାଖେ ପାଖେ ଥା ଲୋ ମୋର
..Antara୧.
ଡାଲି ଗୋଳା ଭାତକୁ ଲଡୁ କରି
ଖୁଏଇ ଦିଏ ମାଆ ମମତା ଭରି
ତା ପଣତ କାନିରେ ମୁଁହ ପୋଛି
ଗେଲ କରି ଦିଏ ମଥା ଆଉଁସି
//ମୁଁ ଯଦି ବେଶୀ ଦୁଷ୍ଟ ହେବି
//ମାଆ ଠାରୁ ଗାଳି ତ ଶୁଣିବି
ମାଆ ଗାଳି ଦାଣ୍ଡ ଧୂଳି ମଥାରେ ବୋଲିବି ମୋର
ମାଆ ମୋ ମାଆ ତୋବିନା ମତେ ଲାଗୁଚି ଡର
ମାଆ ମୋ ମାଆ ତୁ ପାଖେ ପାଖେ ଥା ଲୋ ମୋର
.. Antara୨..
ମୋ ଆଖି ଆଗରେ ଥିଲେ ମାଆ
ମୋପାଖେ ଥିବା ପରା ମୋ ଦୁନିଆ
ଶହେ ଜନ୍ମ ବେଳେବି ମାଆ ଋଣ
ସୁଝି ପାରି ବନିତ କୋଉ ସନ୍ତାନ
//ମୋ ପାଇଁ ମୋ ମାଆ ଦେବି
//ମୁଁ କାଇଁ ମନ୍ଦିର ଯେ ଯିବି
ମାଆ ବୋଲି ଡାକି ଦେଲେ ପଣତ ଘୋଡେଇ ଦବ
ମାଆ ମୋ ମାଆ ତୋ ବିନା ମତେ ଲାଗୁଚି ଡର
ମାଆ ମୋ ମାଆ ତୁ ପାଖେ ପାଖେ ଥା ଲୋ ମୋର

文本歌词

(ମୋ ମାଆ )?ମାଆ ଶାରଳା ପୁଅ?ପ୍ରଭୁ ମତେ ସବୁ ବେଳେ ଛୋଟ ପିଲା କରମୋ ମାଆ ଠାରୁ କେହି ମତେ କରିବେନି ଦୂରପ୍ରଭୁ ମତେ ଏମିତିକା ଦିଅ ଗୋଟେ ବରସବୁ ଜନ୍ମେ ମୋ ମାଆ ହଉ ମାଆ ମୋର//ମୁଁ ଯଦି ବଡ ହେଇ ଯିବି//ମାଆ ଠାରୁ ଦୂରେ ଚାଲି ଯିବିକାହା ପାଖେ ମୁଁ ଆଉ କରିବି ଅଳି ମୋରମାଆ ମୋ ମାଆ ତୋ ବିନା ମତେ ଲାଗୁଚି ଡରମାଆ ମୋ ମାଆ ତୁ ପାଖେ ପାଖେ ଥା ଲୋ ମୋର..Antara୧.ଡାଲି ଗୋଳା ଭାତକୁ ଲଡୁ କରିଖୁଏଇ ଦିଏ ମାଆ ମମତା ଭରିତା ପଣତ କାନିରେ ମୁଁହ ପୋଛିଗେଲ କରି ଦିଏ ମଥା ଆଉଁସି//ମୁଁ ଯଦି ବେଶୀ ଦୁଷ୍ଟ ହେବି//ମାଆ ଠାରୁ ଗାଳି ତ ଶୁଣିବିମାଆ ଗାଳି ଦାଣ୍ଡ ଧୂଳି ମଥାରେ ବୋଲିବି ମୋରମାଆ ମୋ ମାଆ ତୋବିନା ମତେ ଲାଗୁଚି ଡରମାଆ ମୋ ମାଆ ତୁ ପାଖେ ପାଖେ ଥା ଲୋ ମୋର.. Antara୨..ମୋ ଆଖି ଆଗରେ ଥିଲେ ମାଆମୋପାଖେ ଥିବା ପରା ମୋ ଦୁନିଆଶହେ ଜନ୍ମ ବେଳେବି ମାଆ ଋଣସୁଝି ପାରି ବନିତ କୋଉ ସନ୍ତାନ//ମୋ ପାଇଁ ମୋ ମାଆ ଦେବି//ମୁଁ କାଇଁ ମନ୍ଦିର ଯେ ଯିବିମାଆ ବୋଲି ଡାକି ଦେଲେ ପଣତ ଘୋଡେଇ ଦବମାଆ ମୋ ମାଆ ତୋ ବିନା ମତେ ଲାଗୁଚି ଡରମାଆ ମୋ ମାଆ ତୁ ପାଖେ ପାଖେ ଥା ଲୋ ମୋର

推荐音乐

声明:本站不存储任何音频数据,站内歌曲来自搜索引擎,如有侵犯版权请及时联系我们,我们将在第一时间处理!